ଆଜିର ଖବର ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ ଆଳି: ଛାତ୍ରସଂସଦ ନିର୍ବାଚନକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ମହାବିଦ୍ୟାଳୟରେ ଉତ୍ତେଜନା ତୀବ୍ର ହୋଇଛି। ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଓ ହଙ୍ଗାମା…