ଜାତୀୟ ଖବର କାବେରୀ ଜଳ ବିବାଦ : ଅଧିକ ପାଣି ଦାବି ଆବେଦନ ସୁପ୍ରିମକୋର୍ଟରେ ଖାରଜ ଚେନ୍ନାଇ: କାବେରୀ ନଦୀରୁ ଅତିରିକ୍ତ ୧୧ ଟିଏମ୍ସି ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ତାମିଲନାଡୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍…