ଜୀବନ ଶୈଳୀ କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଘରୋଇ ଉପଚାର ଅନିୟମିତ ଦିନଚର୍ଯ୍ୟା, ପ୍ରଦୂଷିତ ଜୀବନଶୈଳୀ ଏବଂ ଅପମିଶ୍ରଣ ଖାଦ୍ୟପେୟ ଯୋଗୁଁ ଆଜିକାଲି କିଡନୀ ଷ୍ଟୋନ୍ ବା ପଥୁରି ସମସ୍ୟା ଆମ ସମାଜରେ ଏକ ସାଧାରଣ ଘଟଣା ପାଲଟିଗଲାଣି।…