ଅନ୍ତରାଷ୍ଟ୍ରୀୟ ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ ନୂଆଦିଲ୍ଲୀ:ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଭୟଙ୍କର ଆକ୍ରମଣ କରିଛନ୍ତି। ଏହି ରକ୍ତାକ୍ତ ବିସ୍ଫୋରଣରେ ୩…