ବିଶେଷ ଖବର ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି ଇମ୍ଫାଲ: ମଣିପୁରର ରାଜଧାନୀ ଇମ୍ଫାଲରେ ଏକ ବଡ଼ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଛି, ଯେଉଁଠାରେ ସୀମା ସୁରକ୍ଷା ବଳରେ ମୁତୟନ ଥିବା ୮୪ ଜଣ ଯବାନ ସନ୍ଦେହଜନକ…