ଆଜିର ଖବର ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା ବାଣପୁର: ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି, ମୂଳାଷ୍ଟମୀରେ ଶୟନରୁ ଉଠିବେ ମା’ ଭଗବତୀ। ଆରମ୍ଭ ହେବ ବାଣପୁରର ପ୍ରାଚୀନ ଶକ୍ତିପୀଠରେ ପବିତ୍ର ଶାରଦୀୟ ପର୍ବ। ସହରସାରା ଚଳଚଞ୍ଚଳ।…