ଆଜିର ଖବର ଥାନାଧିକାରୀଙ୍କ କ୍ଷମତା ଅପବ୍ୟବହାର ନେଇ ଏସ୍ପିଙ୍କ ନିକଟରେ ଅଭିଯୋଗ କଲେ ଆଇନଜୀବୀ ମଙ୍ଗରାଜ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ କର୍ତ୍ତବ୍ୟନିଷ୍ଠ ଆଇନଜୀବୀ, ପୂର୍ବତନ ସେନାଧିକାରୀଙ୍କୁ ଜଣେ ଥାନାଧିକାରୀ ନିଜର କ୍ଷମତା ବଳରେ କିଭଳି ଉଦ୍ଦେଶ୍ୟମୂଳକ ଭାବେ ଅପଦସ୍ତ କରୁଛନ୍ତି ତାହାର…