ଆଜିର ଖବର ଦିଲ୍ଲୀରେ ଲାଗୁ ହେବ ରିଅଲ ଟାଇମ ଟ୍ରାଫିକ ପରିଚାଳନା: ‘ଗୋଟିଏ ନେଟୱାର୍କ-ସ୍ମାର୍ଟ ଟ୍ରାଫିକ୍’କୁ ଅନୁମୋଦନ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ), ଦିଲ୍ଲୀ ପୁଲିସ ଦ୍ୱାରା ପ୍ରସ୍ତାବିତ ସ୍ୱତନ୍ତ୍ର ରିଅଲ ଟାଇମ୍ ଟ୍ରାଫିକ୍…