ଆଜିର ଖବର ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ କଟକ: ଆଗାମୀ ଶାରଦୀୟ ଦୁର୍ଗାପୂଜା ପାଇଁ ସିଲଭର ସିଟି କଟକରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। କଟକର ବିଶ୍ୱପ୍ରସିଦ୍ଧ ଚାନ୍ଦି ମେଢଗୁଡ଼ିକର ଚମକ ଫେରାଇ ଆଣିବା ପାଇଁ…