ଜାତୀୟ ଖବର ଭାରତ-ଡେନମାର୍କ ସମ୍ପର୍କକୁ ନୂଆ ଦିଶା: ସ୍ୱଚ୍ଛ ଶକ୍ତି ଓ ଜଳ ପରିଚାଳନା ନେଇ ବୁଝାମଣା ନୂଆଦିଲ୍ଲୀ: ଭାରତ ଏବଂ ଡେନମାର୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ…