ବିଶେଷ ଖବର ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି ପୁରୀ: ପୁରୀ ସହର ଉପକଣ୍ଠରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୧,୦୬୦ କୋଟି ଟଙ୍କା ମୂଲ୍ୟର ୮୧ ଏକରରୁ ଊର୍ଦ୍ଧ୍ୱ ଜମି ଶେଷରେ ଶ୍ରୀମନ୍ଦିର ଖାତାକୁ ଫେରିଛି।…