ଆଜିର ଖବର ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ ଫ୍ରାନ୍ସ: ସୋମବାର ବିଳମ୍ବିତ ରାତିରେ ଫ୍ରାନ୍ସର ଏକ ଗାଁରେ ଘଣ୍ଟାପ୍ରତି ୧୧୭ କିଲୋମିଟର ବେଗରେ ଏକ ଶକ୍ତିଶାଳୀ ଟର୍ଣ୍ଣାଡୋ (ଘୂର୍ଣ୍ଣିଝଡ଼) ମାଡ଼ ହୋଇଛି। ଏଥିରେ ୪୧ ଜଣ…