ଆଜିର ଖବର ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍ପେଣ୍ଡ ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାର (ସର୍କଲ ଜେଲ୍) ଭିତରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ତାଙ୍କ ସହଯୋଗୀଙ୍କୁ କଥା ହେବା ପାଇଁ ମୋବାଇଲ୍ ଫୋନ୍ ଯୋଗାଇ…