ଆଜିର ଖବର ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍ ରେଭେନ୍ସା’ କଟକ: ଓଡ଼ିଶାର ସାମୁଦ୍ରିକ ଜୈବ ବିବିଧତା ଗବେଷଣା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଦେବୀ ନଦୀ ମୁହାଣରୁ ୭ ମିଲିମିଟରରୁ କମ୍ ଆକାରର ଏକ…