ବିଶେଷ ଖବର ନିର୍ବାଚନ କମିସନଙ୍କ ବଡ଼ ଆଶ୍ୱାସନା: ଭୋଟର ତାଲିକାରୁ ନାଁ କଟିଥିଲେ ବି ଦାଖଲ କରିପାରିବେ ଫର୍ମ-୬ ଭୁବନେଶ୍ବର: ପୂର୍ବରୁ ଭୋଟର ଭାବେ ପଞ୍ଜିକୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଯଦି ଖସଡ଼ା ଭୋଟର ତାଲିକାରୁ ବାଦ୍ ପଡ଼ିଯାଇଛି, ତେବେ ସେମାନଙ୍କ ପାଇଁ ଏକ ଆଶ୍ୱାସନାଜନକ ଖବର…