ବିଶେଷ ଖବର ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର ଭୁବନେଶ୍ବର: ରଥଯାତ୍ରା ଆସିଲେ ତାଙ୍କ ମନ ହୁଏ କିଛି କରିବାକୁ। ଫଳରେ ଦୀର୍ଘ ଛଅ ବର୍ଷ ଧରି ରଥଯାତ୍ରା ବିେଳକୁ କିଛି ନା କିଛି ନୂଆ କଥା…