Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବଦଳିଲା ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟ

ଭୁବନେଶ୍ବର: ଟ୍ରେନ ଯାତ୍ରୀମାନଙ୍କ ପାଇଁ ଏକ ବଡ ଖବର ହସ୍ତଗତ ହୋଇଛି। ମୁଖ୍ୟତଃ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ଯାତ୍ରୀମାନଙ୍କ ପାଇଁ ବଡ ସୂଚନା ରହିଛି। ଏହି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି।

୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଆଜି ପୁରୀ ଠାରୁ ରାତ୍ରୀ ୮ଘ.୪୫ମି. ରେ ଛାଡିବାକୁ ଥିଲା। କିନ୍ତୁ ଏହା ଆସନ୍ତାକାଲି ଭୋର ୫ ଘଟିକାରେ ଛାଡିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।