Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବଦଳିଲା ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟ

ଭୁବନେଶ୍ବର: ଟ୍ରେନ ଯାତ୍ରୀମାନଙ୍କ ପାଇଁ ଏକ ବଡ ଖବର ହସ୍ତଗତ ହୋଇଛି। ମୁଖ୍ୟତଃ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ଯାତ୍ରୀମାନଙ୍କ ପାଇଁ ବଡ ସୂଚନା ରହିଛି। ଏହି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି।

୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଆଜି ପୁରୀ ଠାରୁ ରାତ୍ରୀ ୮ଘ.୪୫ମି. ରେ ଛାଡିବାକୁ ଥିଲା। କିନ୍ତୁ ଏହା ଆସନ୍ତାକାଲି ଭୋର ୫ ଘଟିକାରେ ଛାଡିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବାତିଲ ହେଲା ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ଭୁବନେଶ୍ଵର: ଆଜି ପୁରୀ ଠାରୁ ଛାଡିବାକୁଥିବା ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ।

ଋଷିକେଶ ଠାରୁ ପୁରୀ ପହଞ୍ଚିବାକୁ ଥିବା ସଂଯୋଗକାରୀ ଟ୍ରେନର ମାତ୍ରାଧିକ ବିଳମ୍ବ ଯୋଗୁଁ ଏବଂ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତା ପାଇଁ ଏହି ପଦକ୍ଷେପ ନିଆଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୋର ୫ ଘଟିକାରେ ଛାଡିବ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 

ପୁରୀ: ଆଜି ପୁରୀ ଠାରୁ ରାତ୍ରୀ ୮ ଘଣ୍ଟା ୪୫ ମିନିଟରେ ୧୮୪୭୭ ପୁରୀ – ଯୋଗନଗରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଛାଡିବାକୁ ଥିଲା। କିନ୍ତୁ ସଂଯୋଗକାରୀ ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁଁ  ଏହି ଟ୍ରେନ ଆସନ୍ତାକାଲି (୨୧ ତାରିଖ) ଭୋର ୫ ଘଟିକାରେ ପୁରୀ ଠାରୁ ଛାଡିବ।