ଆଜିର ଖବର କାର୍ତ୍ତିକ ବ୍ରତ ପାଳିବାକୁ ପୁରୀ ଆସିଥିଲେ, ଶବ ହୋଇ ଫେରିଲେ! ଚିକିତ୍ସାଧୀନ ଅବସ୍ଥାରେ ହବିଷ୍ୟାଳିଙ୍କ ମୃତ୍ୟୁ ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବେ, କାର୍ତ୍ତିକ ମାସରେ ହବିଷ୍ୟ ପାଳନ କରି ପୁଣ୍ୟ ଅର୍ଜନ କରିବେ। ଏହି ଆଶା ନେଇ ଘରୁ ବାହାରିଥିଲେ। ହେଲେ ଜଗନ୍ନାଥ ଧାମରୁ…