ଆଜିର ଖବର ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ ବାଣପୁର: ଓଡ଼ିଶାର ପ୍ରଖ୍ୟାତ ଶାକ୍ତପୀଠ ବାଣପୁରର ଆରାଧ୍ୟାଦେବୀ ମା’ଭଗବତୀଙ୍କ ଦୋଳପର୍ବ ଚ଼ାଚ଼େରୀ ଖିଆ ପବିତ୍ର ଫଗୁଦଶମୀଠାରୁ ଆରମ୍ଭ ହୋଇଯାଇଛି। ଦଶମୀରେ ଭିତର ଫଗୁ। ମା’ଙ୍କ ପିତ୍ରାଳୟ ଦକ୍ଷେଶ୍ଵର…