ଆଜିର ଖବର ଅକ୍ଷୟ ଉପନ୍ୟାସ ପୁରସ୍କାର, ଡ଼ ଲଲାଟେନ୍ଦୁ ସାହୁଙ୍କ ‘ଘାଟ ମୁହାଁ ଡଙ୍ଗା’ ପୁସ୍ତକ ପୁରସ୍କୃତ ଅକ୍ଷୟ ଉପନ୍ୟାସ ପୁରସ୍କାର: ଉପନ୍ୟାସ ଲେଖିବା ହେଲା ଏକ କଠିନ ଅଧ୍ୟବସାୟ କାର୍ଯ୍ୟ । ଗୀତ, କବିତା ଲେଖା ସୁନା ରୂପା ଜରି କାମ କିନ୍ତୁ ଉପନ୍ୟାସ…