ପ୍ରଶ୍ନକାଳ

ଭୁବନେଶ୍ୱର : ସମୟ ଅଭାବ ଏବଂ ଦଳମତ ନିର୍ବିଶେଷରେ ବିଧାୟକମାନଙ୍କ ଦୀର୍ଘ ଅତିରିକ୍ତ ଆଲୋଚନା ଯୋଗୁଁ ବୁଧବାର ଓଡ଼ିଶା ବିଧାନସଭାର ପ୍ରଶ୍ନକାଳ ମାତ୍ର ତିନୋଟି ତାଲିକାଭୁକ୍ତ ପ୍ରଶ୍ନ…