Categories
ଫଟୋ ଖବର

ଗୃହ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଦିଆଯାଉଛି ଗାର୍ଡ ଅଫ ଅନର

ଭୁବନେଶ୍ବର, ଆଜି ବିଧାନସଭା ଆରମ୍ଭ ହୋଇଛି। କୋଭିଡ ମହାମାରୀ ସମୟରେ ଏହା ହେଉଛି ପ୍ରଥମ ଅଧିବେଶନ। ଆଜି ନିର୍ଦ୍ଧାରିତ ସମୟରେ ବାଚସ୍ପତି ବିଧାନସଭା ପରିସରରେ ପହଁଞ୍ଚିବା ପରେ ନିୟମ ଅନୁସାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।