ଜୀବନ ଶୈଳୀ ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା ପ୍ରାୟତଃ ପ୍ରତ୍ୟେକ ଭାରତୀୟଙ୍କ ଘରେ ବଳକା ରହିଯାଉଥିବା ବାସି ରୁଟିକୁ ନଷ୍ଟ କରିଦିଆଯାଏ କିମ୍ବା ଫୋପାଡ଼ି ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି, ତାଜା ରୁଟି ଅପେକ୍ଷା…