ବିଶେଷ ଖବର ନଡ୍ଡା ଗଠନ କଲେ ନୂଆ ଟିମ୍, ଅଛନ୍ତି ବୈଜୟନ୍ତ ପଣ୍ଡା, ଅରୁଣ ସିଂ, ସୁନୀଲ ବଂଶଲ ପ୍ରମୁଖ ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ଏଥିରେ ସେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ, ରାଷ୍ଟ୍ରୀୟ ମହାମନ୍ତ୍ରୀ, ରାଷ୍ଟ୍ରୀୟ…