ଆଜିର ଖବର ଟଙ୍କା କାରବାରରୁ ଶତ୍ରୁତା, ଶେଷରେ ରକ୍ତାକ୍ତ ପରିଣତି ନୟାଗଡ଼: ଟଙ୍କା ଦେଣନେଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଶତ୍ରୁତାର ଭୟଙ୍କର ପରିଣତି! ଯାହା ସହ ମିଶି ଜମି ବ୍ୟବସାୟ କରୁଥିଲେ, ସେହି ବନ୍ଧୁ ହିଁ ପାଲଟିଗଲା ଶତ୍ରୁ।…