Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ରେଳବାଇ ଆଇଆରସିଟିସିର ଡିଜିଟାଲ୍ ସେବା ସମ୍ପ୍ରସାରିତ

ନୂଆଦିଲ୍ଲୀ: ଡିଜିଟାଲ ଦେଣନେଣକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଡିଜିଟାଲ କାରବାରକୁ ବ୍ୟାପକ କରିଛି। ବର୍ତ୍ତମାନ ୮୮୭୮ଟି ୟୁନିଟ ଡିଜିଟାଲ ଦେଣନେଣ ପାଇଁ ସୁବିଧା ଯୋଗାଉଛନ୍ତି। ଏହା ସହିତ ପଏଣ୍ଟ ଅଫ ସେଲ (ପୋସ) ମେସିନ କ୍ୟାଟେରିଂ ସେବା ପ୍ରଦାନକାରୀମାନଙ୍କୁ ଯୋଗାଇ ଦିଆଯାଇଛି। ଏହା ଫଳରେ ମୁଦ୍ରିତ ବିଲ ଯୋଗାଇ ଆର୍ଥିକ କାରବାରର ବିସ୍ତୃତ ବିବରଣୀକୁ ଏଥିରେ ଦର୍ଶାଇ ଦିଆଯାଉଛି। ବର୍ତ୍ତମାନ ୫୯୬ଟି ରେଳଗାଡିରେ ୩୦୮୧ଟି ପୋସ ମେସିନ ଉପଲବ୍ଧ ଅଛି। ନିର୍ଦ୍ଧାରିତ ହୋଇଥିବା ୪୩୧୬ଟି ୟୁନିଟ ଏହିସେବା ଯାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି।

ଯାତ୍ରୀମାନଙ୍କ ପସନ୍ଦର ପରିସରକୁ ସଂପ୍ରସାରଣ କରିବା ନିମିତ୍ତ ଭାରତୀୟ ରେଳବାଇ ପକ୍ଷରୁ ଇ-କ୍ୟାଟେରିଂ ସେବା ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହି ସେବା ଆଇଆରସିଟିସି ଦ୍ୱାରା ପରିଚାଳିତ ହେଉଛି। ଆଗୁଆ ଇ-ଟିକେଟ ବୁକିଂ ସମୟରେ ଯାତ୍ରୀମାନେ ନିଜପାଇଁ ଖାଦ୍ୟ ଅର୍ଡର କରିପାରିବାର ବ୍ୟବସ୍ଥା କରାଯାଇଛି। କିମ୍ବା ଯାତ୍ରା ଆରମ୍ଭ କରିବା ସମୟରେ  ୧୩୨୩କୁ କଲ କରି କିମ୍ବା ୱେବସାଇଟରୁ କଲସେଣ୍ଟର ଆପ ମାଧ୍ୟମରେ ଏହି ସେବା ପାଇପାରିବେ। ବର୍ତ୍ତମାନ ୩୧୦ଟି ରେଳଷ୍ଟେସନରେ ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ଏବଂ ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ସହଯୋଗରେ ଦୈନିକ ହାରାହାରି ୪୧,୮୪୪ଟି ମିଲ୍ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ଆର୍ଥିକ ର୍ବଷ ଅଗଷ୍ଟ ସୁଦ୍ଧା ୨୧୬ ମାନବ ଜଗୁଆଳି ଥିବା ରେଳ ଫାଟକ ଉଚ୍ଛେଦ

ଭୁବନେଶ୍ବର: ଭାରତୀୟ ରେଳ ଲେଭଲ୍ କ୍ରସିଂ ହଟାଇବା କାର୍ଯ୍ୟ ମିଶନ ମୋଡ୍‌ରେ କାର୍ଯ୍ୟକାରୀ ହେଉଛି । ବର୍ତମାନ ସୁଦ୍ଧା ଭାରତୀୟ ରେଳବାଇର ବ୍ରଡ୍ ଗଜ୍ ନେଟ୍‌ୱର୍କରେ ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂକୁ ହଟାଇ ଦିଆଯାଇ ସାରିଛି । ମାନବ ବିହୀନ ଲେଭଲ୍ କ୍ରସିଂ ଗୁଡିକୁ ହଟାଇବା କାର୍ଯ୍ୟ ଗତ ୨୦୦୯ – ୧୪ ମଧ୍ୟରେ ବର୍ଷକୁ ୧୧୩୭ ରହିଥିବା ବେଳେ ସେଥିରେ ୨୦୧୪ – ୧୯ ସମୟ ମଧ୍ୟରେ ବର୍ଷକୁ ହାରାହାରି ୧୮୮୪ ଲକ୍ଷ୍ୟ ହାସଲ ହୋଇ ପାରିଛି ।

ଆର୍ଥିକ ବର୍ଷ ୨୦୨୨ – ୨୩ ସମୟରେ , ୧୦୦୦ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଅଗଷ୍ଟ ୨୦୨୨ ଶେଷ ସୁଦ୍ଧା ଏବେ ପର୍ଯ୍ୟନ୍ତ ୨୧୬ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରାଯାଇ ସାରିଛି, ଯାହା ସମାନ ସମୟ ମଧ୍ୟରେ ୨୦୨୧ – ୨୨ରେ ହାସଲ ହୋଇଥିବା ଅଗ୍ରଗତି ତୁଳନାରେ ୧୦% ଅଧିକ ଅଟେ । ୨୦୧୪ – ୨୨ ସମୟ ମଧ୍ୟରେ ପ୍ରତି ବର୍ଷ ମାନବ ଜଗୁଆଳି ଥିବା ୬୭୬ଟି ଲେଭଲ୍ କ୍ରସିଂକୁ ବନ୍ଦ କରା ଯାଇଛି ଯାହାର ସଂଖ୍ୟା ୨୦୦୯ – ୧୪ ସମୟ ଅବଧିରେ ପ୍ରତି ବର୍ଷ ୧୯୯ ଥିଲା ।

ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରିବା କାର୍ଯ୍ୟକୁ ଦ୍ରୁତ କରିବା ଉଦ୍ଦେଶ୍ୟରେ, ବିଭିନ୍ନ ପଦକ୍ଷେପ ନିଆ ଯାଇଛି । ଯେମିତିକି ରାସ୍ତାର ଉପରେ / ତଳେ ପୋଲ ଗୁଡିକ ଦ୍ୱାରା ୧୦୦% ଉଚ୍ଛେଦ କାର୍ଯ୍ୟ ଗୁଡିକୁ ପାଣ୍ଠି ପ୍ରଦାନ ନିମନ୍ତେ ରହିଥିବା ନୀତିରେ ପରିବର୍ତନ ଏବଂ ରେଳ ବିଭାଗର ସଂଚାଳନରେ ଉନ୍ନତି ଆଣିବା ପାଇଁ ପରିବର୍ତନ ନିମନ୍ତେ ପ୍ରାଥମିକତା ଦେବାକୁ ନିର୍ଣ୍ଣୟ ନିଆ ଯାଇ (ବିଶେଷକରି ସ୍ୱର୍ଣ୍ଣ ଚତୁର୍ଭୁଜ / ବିକର୍ଣ୍ଣ ମାର୍ଗ ଏବଂ ଘଂଟା ପ୍ରତି ୧୬୦ କିଲୋମିଟର ଚିହ୍ନଟ ହୋଇଥିବା ପଥ ଗୁଡ଼ିକ) କାର୍ଯ୍ୟ ଗୁଡିକୁ ହାତକୁ ନିଆଯାଉଛି ।

ଯେତେବେଳେ କି ଆରଓବି / ଆର୍‌ୟୁବିର ନିର୍ମାଣ ଖର୍ଚ୍ଚ ରେଲୱେ ଏବଂ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ୱାରା ସମାନ ରୂପରେ ବଂଟନ କରା ଯାଉଥିଲା, ଆର୍ଥିକ ସହାୟତା ପ୍ରତିମାନରେ ବର୍ତମାନର ପରିବର୍ତନ କୌଣସି ବି ପକ୍ଷକୁ ନିଜର ଆବଶ୍ୟକତା ଆଧାରରେ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ପାଇଁ ଅନୁମତି ପ୍ରଦାନ କରିଛି । ଏହି ପ୍ରଗତିରେ ଦ୍ରୁତ ଗତି ଆଣିବା ପାଇଁ ଧନ ଆବଂଟନକୁ ପୂର୍ବ ୨୦୨୧ – ୨୨ ଆର୍ଥିକ ବର୍ଷର ୪୫୦୦ କୋଟି ଟଙ୍କା ବଦଳରେ ବୃଦ୍ଧି କରାଯାଇ ୬୫୦୦ କୋଟି ଟଙ୍କା କରି ଦିଆ ଯାଇଛି । (୪୪% ବୃଦ୍ଧି)

ରାସ୍ତାର ଉପରେ ଏବଂ ତଳେ ପୋଲ ଗୁଡିକର (ଆର୍‌ଓବି / ଆର୍‌ୟୁବି) ନିର୍ମାଣ :

ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ ବଦଳରେ ଲେଭଲ୍ କ୍ରସିଂ ଗୁଡିକ ସ୍ଥାନରେ ରାସ୍ତାର ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କରା ଯାଉଛି । ୨୦୧୪ – ୨୨ ସମୟ ମଧ୍ୟରେ ରାସ୍ତାର ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କ୍ଷେତ୍ରରେ ହାସଲ ହୋଇଥିବା ପ୍ରଗତି ବର୍ଷ ପିଛା ୧୨୨୫ ସଂଖ୍ୟକ ଅଟେ ଯାହା ୨୦୦୯ – ୧୪ ଅବଧିରେ ବର୍ଷକୁ ୭୬୩ ରହିଥିବା ବେଳେ ଏହା ତାହା ତୁଳନାରେ ୬୧% ଅଧିକ ଅଟେ । ଚଳିତ ଆର୍ଥିକ ବର୍ଷ ୨୦୨୨ – ୨୩ ସମୟରେ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ୨୫୦ ରାସ୍ତା ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କରା ଯାଇଛି, ଯାହା ଏହି ଅବଧି ନିମନ୍ତେ ଗତ ଆର୍ଥିକ ବର୍ଷ ୨୦୨୧ – ୨୨ ତୁଳନାରେ ୫% ଅଧିକ ଅଟେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିପିପି ମାଧ୍ୟମରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଟେଣ୍ଡର ଖବର, ସ୍ପଷ୍ଟିକରଣ ଦେଲା ରେଳବାଇ

ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମାଧ୍ୟମରେ ୧୫୦ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଘରୋଇ ସଂସ୍ଥା ଠାରୁ ବିଡ୍ ଆହ୍ବାନ କରାଯାଇଥିବା ସମ୍ପର୍କରେ ଏକ ପ୍ରମୁଖ ଦୈନିକ ଏବଂ ଏହାର ଡିଜିଟାଲ ସଂସ୍କରଣରେ ଖବର ପ୍ରକାଶ ପାଇଛି। ଏସବୁ ଟ୍ରେନ୍‌ରେ ଯାତ୍ରୀ ଭଡ଼ା ସମ୍ପର୍କରେ ନିଷ୍ପତ୍ତି ନେବାର ସ୍ବାଧୀନତା ଘରୋଇ ସଂସ୍ଥା ନିକଟରେ ରହିବ ବୋଲି ଏହି ଖବରରେ ଦର୍ଶାଯାଇଛି।

ମାତ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ବିଭ୍ରାନ୍ତିକର ଖବରକୁ ଖଣ୍ଡନ କରାଯାଇଛି। ଏଭଳି ଖବରରେ କୌଣସି ସତ୍ୟତା ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ରେଳ ମନ୍ତ୍ରଣାଳୟ ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହିଁ କିମ୍ବା ନିକଟରେ ଏପରି କୌଣସି ବିଡ୍ ଆହ୍ବାନ କରାଯାଇନାହିଁ।

ତେଣୁ ଏଭଳି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ଅଂଶୀଦାରମାନେ ଏଥିପ୍ରତି ଧ୍ୟାନ ନଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅଗଷ୍ଟ ୨୦୨୨ରେ ରେକର୍ଡ ମାଲ ପରିବହନ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଗଷ୍ଟ ୨୦୨୨ରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି। ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ପରିମାଣ ଅଗଷ୍ଟ ମାସରେ ୮.୬୯ ନିୟୁତ ଟନ ଯାହାକି ଗତ ୨୦୨୧ ଅଗଷ୍ଟ ସୁଦ୍ଧା ଶତକଡା ୭.୮୬ ଅଧିକ। ଏଥି ସହିତ ୨୪ ମାସ ମଧ୍ୟରେ କ୍ରମାଗତ ରେକର୍ଡ ମାଲ ବୋଝେଇ ହୋଇଛି।

ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଯାନବାହାନ ବୋଝେଇ ମାଲ ପରିବହନ ବ୍ୟବସାୟର ଆଉ ଏକ ସଫଳତା ବୋଲି ଜଣାପଡିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟରେ ୨୨୦୬ ରେକ ବୋଝେଇ ହୋଇଥିବା ବେଳେ ଗତ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୧୩୧୪ ଥିଲା। ଏଥିରେ ଶତକଡା ୬୮ ଭାଗ ବୃଦ୍ଧି ପରିଲକ୍ଷିତ ହୋଇଛି।

ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ଏପ୍ରିଲ ପହିଲା ୨୦୨୨ରୁ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ ୬୨୦.୮୭ ନିୟୁତ ଟନ ଥିବାବେଳେ ୨୦୨୧-୨୨ରେ ଏହା ୫୬୨.୭୫ ନିୟୁତ ଟନ ଥିଲା। ଏଥିରେ ୫୮.୧୧ ନିୟୁତ ଟନ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଶତକଡା ୧୦.୩୨ ଭାଗ ବୃଦ୍ଧି ପାଇଛି।

ମାଲ ଏନଟିକେଏମ  (ମୋଟ କିଲୋମିଟର ପିଛା ଟନ) ଅଗଷ୍ଟ ୨୦୨୧ରେ ୬୩ ବିଲିୟନ ଥିବାବେଳେ ଅଗଷ୍ଟ ୨୦୨୨କୁ ୭୩ ବିଲୟନ ବୃଦ୍ଧି ପାଇଛି, ଯାହାର ବୃଦ୍ଧି ଶତକଡା ୧୬ ଭାଗ ଅଧିକ। କ୍ରମବର୍ଦ୍ଧିଷ୍ଣୁ ଏନଟିକେଏମ ପ୍ରଥମ ପାଞ୍ଚ ମାସରେ ଶତକଡା ୧୮.୨୯କୁ ବୃଦ୍ଧି ପାଇଛି।

ଶକ୍ତି ଓ କୋଇଲା ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି କୋଇଲା ଯୋଗାଣ ପାଇଁ ଭାରତୀୟ ରେଳବାଇର ନିରନ୍ତର ଉଦ୍ୟମ ଅଗଷ୍ଟ ମାସରେ ମାଲ ପରିବହନ ବୃଦ୍ଧିର ପ୍ରମୁଖ ବୈଶିଷ୍ଟ୍ୟ ହୋଇଛି। ଉଭୟ ଘରୋଇ ଓ ରପ୍ତାନୀ ଭିତ୍ତିକ କୋଇଲା ଶକ୍ତି କେନ୍ଦ୍ର ଯୋଗାଣ ପରିମାଣ ୧୦.୪୬ ନିୟୁତ ଟନ ବୃଦ୍ଧି ପାଇଛି। ଗତ ଅଗଷ୍ଟ ସୁଦ୍ଧା ୪୪.୬୪ ନିୟୁତ ଟନ ଶକ୍ତି କେନ୍ଦ୍ର ଗୁଡିକୁ ପଠାଯାଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ୩୪.୧୮ ନିୟୁତ ଟନ ଥିଲା ଯାହାକି ଶତକଡା ୩୧ ଭାଗ ଅଧିକ। ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଭାରତୀୟ ରେଳବାଇ ୫୮.୪୧ ନିୟୁତ ଟନ ଅଧିକ କୋଇଲା ଶକ୍ତି କେନ୍ଦ୍ରକୁ ପଠାଇଥିବାବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏଥିରେ ଶତକଡା ୩୨ ଭାଗରୁ ଅଧିକ ଅଭିବୃଦ୍ଧି ଘଟିଛି।

ଦ୍ରବ୍ୟ ଅନୁଯାୟୀ ବୃଦ୍ଧିକୁ ଦେଖିଲେ ଭାରତୀୟ ରେଳବାଇ ପ୍ରାୟ ପ୍ରତ୍ୟେକ ଦ୍ରବ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ ୨୦ ତାରିଖ: ଆଜି ଆଉ ୧୦୦ରୁ ଅଧିକ ଟ୍ରେନ ବାତିଲ, ଏଭଳି ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୧୧ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୦ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ପାଇଁ ଟିକେଟ୍ କ୍ରୟ ଘଟଣା: ସ୍ପଷ୍ଟିକରଣ ଦେଲା ରେଳବାଇ

ଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ।

ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁ ନାହାନ୍ତି, ତେବେ ଏହା ମାଗଣା ରହିଛି, ଯେଉଁ ଭଳି ପୂର୍ବରୁ ରହି ଆସିଛି।

ରେଳ ମନ୍ତ୍ରଣାଳୟର ତା ୦୬.୦୩.୨୦୨୦ରିଖର ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ପାଂଚ ବର୍ଷରୁ କମ୍ ବୟସର ପିଲା ମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍) ଦିଆଯିବ ନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକେଟ୍ କ୍ରୟ କରିବା ଆବଶ୍ୟକ ନାହିଁ। ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ/ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ ୧୭ ତାରିଖ: ଆଜି ଆଉ ୧୦୫ ଟ୍ରେନ ବାତିଲ, ଏଭଳି ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୦୫ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୨ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ ୬ ତାରିଖ: ଆଜି ଆଉ ୧୨୬ ଟ୍ରେନ ବାତିଲ, ୧୪ ଟି ଗାଡିର ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୨୬ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୪ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୩୦ ତାରିଖ: ଆଜି ଆଉ ୧୪୦ ଟ୍ରେନ ବାତିଲ, ୩୧ ଟି ଗାଡିର ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୯୪ ଟ୍ରେନ୍ ବାତିଲ କରିଛି। ସେହିଭଳି ୨୪ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୨୯ ତାରିଖ: ୧୨୨ ଟ୍ରେନ ବାତିଲ, ୯ ଟି ଗାଡିର ପଥ ପରିବର୍ତ୍ତନ

ଜୁଲାଇ ୨୮ ତାରିଖ: ୧୩୩ ଟ୍ରେନ ବାତିଲ, ୩୧ ଟି ଗାଡିର ପଥ ପରିବର୍ତ୍ତନ

ଆଜି ଜୁଲାଇ ୧୩ ତାରିଖରେ ବାତିଲ ହେଲା ୨୦୦ ରୁ ଉର୍ଦ୍ଧ୍ଵ ଟ୍ରେନ: ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୨୨୨ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୩ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୮ ତାରିଖ: ୧୩୬ ଟ୍ରେନ ବାତିଲ, ୧୩ ଟିରେ ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୩୬ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୩ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ବାତିଲ ହେଲା ଆଉ ୧୬୯ ଟ୍ରେନ, ଏଭଳି ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୬୯ ଟ୍ରେନ୍ ବାତିଲ କରିଛି। ସେହିଭଳି ୨୪ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆଉ ୭୦୦ ଟ୍ରେନ୍ ବାତିଲ୍, ତୁରନ୍ତ ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ସାଧାରଣ ଲୋକଙ୍କ ଲାଇଫ ଲାଇନ ବୋଲି ବିବେଚନା କରାଯାଏ। ରେଳବାଇ ଦ୍ୱାରା ପ୍ରତିଦିନ ହଜାର ହଜାର ଟ୍ରେନ୍ ଚଳାଚଳ କରେ। ଏପରି ପରିସ୍ଥିତିରେ, ଯଦି ଟ୍ରେନ୍ ଗୁଡିକ ବାତିଲ୍ ହୁଏ, ତେବେ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଆଜି ରେଳବାଇ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରିଛି, ଟ୍ରେନ୍ ରୁଟ ବଦଳାଇ ଦେଇଛି ଏବଂ ପୁନଃ ନିର୍ଦ୍ଧାରିତ କରିଛି। ଏହାର ମୁଖ୍ୟ କାରଣ ହେଉଛି ଅଗ୍ନିପଥ ଯୋଜନାକୁ ନେଇ ବିରୋଧ। ଦେଶର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରାଯାଇଛି।

ଅଗ୍ନିପଥ ଯୋଜନାକୁ ବିରୋଧ କରିବା ସମୟରେ ଏକ କ୍ରୋଧିତ ପ୍ରଦର୍ଶନକାରୀ ରେଳ ଷ୍ଟେସନରେ ଛିଡା ହୋଇଥିବା ଅନେକ ଟ୍ରେନର ବଗିରେ ନିଆଁ ଲଗାଇ ଦେଇଛନ୍ତି। ଏହି କାରଣରୁ ରେଳ ସମ୍ପତ୍ତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ବିହାର ଯାଉଥିବା ୭୦୦ ଟି ଟ୍ରେନ୍ ବାତିଲ ହୋଇଛି। ଏଥିସହିତ ମୋଟ ୨୮ ଟି ଟ୍ରେନର ପୁନଃ ନିର୍ଦ୍ଧାରିତ କରାଯାଇଛି। ଏଥିସହିତ ସମୁଦାୟ ୧୪ ଟି ଟ୍ରେନକୁ ଡାଇଭର୍ଟ କରାଯାଇଛି। ଯଦି ଆପଣ ଆଜି ମଧ୍ୟ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଏହି ପ୍ରକ୍ରିୟା ମାଧ୍ୟମରେ ବାତିଲ୍, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନ୍ ଗୁଡିକର ତାଲିକା ଯାଞ୍ଚ କରନ୍ତୁ-

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ  http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

‘ଅଗ୍ନିପଥ’ ବିରୋଧ: ଆଜି ମଧ୍ୟ ବାତିଲ୍ ହେବ ପ୍ରାୟ ୭୦୦ ଟ୍ରେନ୍, ତୁରନ୍ତ ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ସାଧାରଣ ଲୋକଙ୍କ ଲାଇଫ ଲାଇନ ବୋଲି ବିବେଚନା କରାଯାଏ। ରେଳବାଇ ଦ୍ୱାରା ପ୍ରତିଦିନ ହଜାର ହଜାର ଟ୍ରେନ୍ ଚଳାଚଳ କରେ। ଏପରି ପରିସ୍ଥିତିରେ, ଯଦି ଟ୍ରେନ୍ ଗୁଡିକ ବାତିଲ୍ ହୁଏ, ତେବେ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଆଜି ରେଳବାଇ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରିଛି, ଟ୍ରେନ୍ ରୁଟ ବଦଳାଇ ଦେଇଛି ଏବଂ ପୁନଃ ନିର୍ଦ୍ଧାରିତ କରିଛି। ଏହାର ମୁଖ୍ୟ କାରଣ ହେଉଛି ଅଗ୍ନିପଥ ଯୋଜନାକୁ ନେଇ ବିରୋଧ। ଦେଶର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରାଯାଇଛି।

ବିହାର, ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ ସେନାରେ ନିଯୁକ୍ତିର ନୂତନ ଯୋଜନା ଅର୍ଥାତ୍ ଅଗ୍ନିପଥ ଯୋଜନାରେ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ସ୍ଥାନରେ ଅନେକ ସ୍ଥାନରେ ଟ୍ରେନରେ ନିଆଁ ଲାଗିଯାଇଛି। ଏହି କାରଣରୁ ରେଳବାଇ ବହୁ କ୍ଷତି ସହିଛି। ଆଇନ ଶୃଙ୍ଖଳା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ, ବେଳେବେଳେ ଖରାପ ପାଗ କିମ୍ବା ବର୍ଷା, ଝଡ ଇତ୍ୟାଦି ହେତୁ ଟ୍ରେନ୍ ଗୁଡିକ ବାତିଲ୍ ହେବାକୁ ପଡେ କିମ୍ବା ଡାଇଭର୍ଟ ଏବଂ ପୁନଃ ନିର୍ଦ୍ଧାରଣ କରିବାକୁ ପଡେ

ଅନେକ ରାଜ୍ୟରେ ଅଗ୍ନିପଥ ଯୋଜନା ଯୋଗୁଁ ବିରୋଧ ପ୍ରଦର୍ଶନକାରୀଙ୍କ ଦ୍ଵାରା ଆଇନ ଶୃଙ୍ଖଳା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରେଳବାଇ ମୋଟ ୬୭୬ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ ବହୁ ସଂଖ୍ୟକ ଟ୍ରେନର ପୁନଃ ନିର୍ଦ୍ଧାରଣ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜି ସମୁଦାୟ ୧୮ ଟି ଟ୍ରେନର ପୁନଃ ନିର୍ଦ୍ଧାରଣ କରାଯାଇଛି। ଏଥିସହିତ ମୋଟ ୬ ଟି ଟ୍ରେନ୍ ଡାଇଭର୍ଟ ନିଷ୍ପତ୍ତି ନିଆଯାଇଛି। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଆମ ଦ୍ୱାରା ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ-

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରା ପୂର୍ବରୁ ଯାଞ୍ଚ କରନ୍ତୁ ତାଲିକା, ଆଜି ବାତିଲ ହେଲା ଏହି ସବୁ ଟ୍ରେନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୩୮ ଟ୍ରେନ୍ ବାତିଲ କରିଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ୨୧୧ ଟ୍ରେନକୁ ବାତିଲ କଲା ରେଳବାଇ, ଯାତ୍ରା ପୂର୍ବରୁ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ସାଧାରଣ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ଦେଶରେ ଏମିତି କୌଣସି ନାଗରିକ ନଥିବେ, ଯିଏ ଜୀବନରେ କେବଳ ଥରେ ଟ୍ରେନରେ ଯାତ୍ରା କରିନାହାଁନ୍ତି। ଏଭଳି ପରିସ୍ଥିତିରେ ଏହାକୁ ଏହି ଦେଶର ଜୀବନ ଧାରାରେ ବିବେଚନା କରାଯାଏ। ପ୍ରତ୍ୟେକ ଦିନ କୋଟି କୋଟି ଲୋକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରନ୍ତି। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ଣ୍ଣ ଯତ୍ନ ନିଏ। ଦେଶରେ ପ୍ରତିଦିନ ହଜାର ହଜାର ଟ୍ରେନ୍ ଚଳାଚଳ କରେ ଏବଂ ଯଦି ରେଳବାଇ ଟ୍ରେନ୍ ଡାଇଭର୍ଟ କରେ, ବାତିଲ୍ କରେ କିମ୍ବା ପୁନଃ ନିର୍ଦ୍ଧାରଣ କରେ, ତେବେ ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ।

ସୂଚନାଯୋଗ୍ୟ ଯେ, ଟ୍ରେନର ପୁନଃ ନିର୍ଦ୍ଧାରଣ, ଡାଇଭର୍ଟ ଏବଂ ବାତିଲ ପଛରେ ଅନେକ ଭିନ୍ନ କାରଣ ଅଛି। ଟ୍ରେନ୍ ଟ୍ରାକ୍ ମରାମତି ପାଇଁ ଅନେକ ଥର ରେଳବାଇକୁ ଅନେକ ଟ୍ରେନ୍ ବାତିଲ୍ କରିବାକୁ ପଡେ। ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପରିସ୍ଥିତିରେ ରେଳ ଟ୍ରାକ୍ ମରାମତି କରିବା ଅତ୍ୟନ୍ତ ଜରୁରୀ ଅଟେ। ବେଳେବେଳେ ଝଡ, ବାତ୍ୟା, ବନ୍ୟା ପରି ଖରାପ ପାଗ ଯୋଗୁଁ ଟ୍ରେନଗୁଡିକୁ ବାତିଲ, ପୁନଃ ନିର୍ଦ୍ଧାରଣ ଏବଂ ଡାଇଭର୍ଟ କରିବାକୁ ପଡେ। ଏହା ବ୍ୟତୀତ ଅନେକ ଥର ଟ୍ରେନ୍ ଗୁଡିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାତିଲ କରିବାକୁ ପଡିଥାଏ। ରେଳ ଷ୍ଟେସନକୁ ଯିବା ପୂର୍ବରୁ ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ।

ଆଜି ରେଳବାଇ ମୋଟ ୨୧୧ ଟ୍ରେନ୍ ବାତିଲ କରିଛି, ୧୪ ଟି ଟ୍ରେନ୍ ପୁନଃ ନିର୍ଦ୍ଧାରଣ ହୋଇଛି ଆଜି ଜୁନ୍ ୪ ତାରିଖ ୨୦୨୨ରେ ରେଳବାଇ ମୋଟ ୨୧୧ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବିଭିନ୍ନ କାରଣରୁ ସମସ୍ତ ଟ୍ରେନ୍ ବାତିଲ୍ ହୋଇଛି। ଏହା ବ୍ୟତୀତ ୧୪ ଟି ଟ୍ରେନକୁ ପୁନଃ ନିର୍ଦ୍ଧାରଣ କରାଯାଇଛି ଏବଂ ୧୧ ଟି ଟ୍ରେନକୁ ଡାଇଭର୍ଟ କରାଯାଇଛି। ଏପରି ପରିସ୍ଥିତିରେ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଆଜି ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ରେଳ ଷ୍ଟେସନକୁ ଫେରିବା ଅସୁବିଧାରୁ ରକ୍ଷା ପାଇପାରିବେ।

ତେଣୁ ବାତିଲ ହୋଇଥିବା ଟ୍ରେନର ତାଲିକା କିପରି ଯାଞ୍ଚ କରାଯିବ ସେ ବିଷୟରେ ଆସନ୍ତୁ ଜାଣିବା….

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ୍, ପୁନଃ ନିର୍ଦ୍ଧାରଣ ଏବଂ ଡାଇଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକାରେ କ୍ଲିକ୍ କରନ୍ତୁ।

– ଏହି ତିନୋଟିର ତାଲିକା ଯାଞ୍ଚ କରିବା ପରେ ହିଁ ଘରୁ ବାହାରକୁ ଯାଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଆଜି ୧୮୭ ଟି ଟ୍ରେନକୁ ବାତିଲ କଲା ରେଳବାଇ ୧୦ ଟି ଟ୍ରେନ୍ ହେଲା ଡାଇଭର୍ଟ, ଦେଖନ୍ତୁ ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ଲାଇଫ୍ ଲାଇନ୍ ଭାବରେ ପରିଗଣିତ ହୁଏ। ଦେଶର ଗରିବ, ମଧ୍ୟବିତ୍ତ ଏବଂ ଧନୀ ଶ୍ରେଣୀର ଲୋକମାନେ ଟ୍ରେନରେ ଯାତ୍ରା କରନ୍ତି। ପ୍ରତିଦିନ ଦେଶରେ ହଜାର ହଜାର ଟ୍ରେନ୍ ଚଳାଚଳ କରେ। କିନ୍ତୁ, ବେଳେବେଳେ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ ହୁଏ, ଟ୍ରେନ୍ ତାଲିକା ପୁନଃ ନିର୍ଦ୍ଧାରଣ ହୁଏ ଏବଂ ଡାଇଭର୍ଟ ହୁଏ। ଏଭଳି ପରିସ୍ଥିତିରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଏହି କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ।

ସୂଚନାଯୋଗ୍ୟ ଯେ, ଟ୍ରେନର ପୁନଃ ନିର୍ଦ୍ଧାରଣ, ଡାଇଭର୍ଟ ଏବଂ ବାତିଲ ପଛରେ ଅନେକ ଭିନ୍ନ କାରଣ ଅଛି। ଟ୍ରେନ୍ ଟ୍ରାକ୍ ମରାମତି ପାଇଁ ଅନେକ ଥର ରେଳବାଇକୁ ଅନେକ ଟ୍ରେନ୍ ବାତିଲ୍ କରିବାକୁ ପଡେ। ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପରିସ୍ଥିତିରେ ରେଳ ଟ୍ରାକ୍ ମରାମତି କରିବା ଅତ୍ୟନ୍ତ ଜରୁରୀ ଅଟେ। ବେଳେବେଳେ ଝଡ, ବାତ୍ୟା, ବନ୍ୟା ପରି ଖରାପ ପାଗ ଯୋଗୁଁ ଟ୍ରେନଗୁଡିକୁ ବାତିଲ, ପୁନଃ ନିର୍ଦ୍ଧାରଣ ଏବଂ ଡାଇଭର୍ଟ କରିବାକୁ ପଡେ। ଏହା ବ୍ୟତୀତ ଅନେକ ଥର ଟ୍ରେନ୍ ଗୁଡିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାତିଲ କରିବାକୁ ପଡିଥାଏ। ରେଳ ଷ୍ଟେସନକୁ ଯିବା ପୂର୍ବରୁ ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ।

ରେଳବାଇ ଆଜି ସମୁଦାୟ ୧୮୭ ଟି ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରେନ୍ ବାତିଲ୍ ପଛରେ ବିଭିନ୍ନ କାରଣ ଅଛି। ଏହା ସହିତ ୧୦ ଟି ଟ୍ରେନ୍ କୁ ଆଜି ଡାଇଭର୍ଟ କରାଯାଇଛି। ସେହିଭଳି ଆଜି ମୋଟ ୧୮ ଟି ଟ୍ରେନର ପୁନଃ ନିର୍ଦ୍ଧାରଣ କରାଯାଇଛି। ତେଣୁ ବାତିଲ୍, ପୁନଃ ନିର୍ଦ୍ଧାରଣ ଏବଂ ଡାଇଭର୍ଟ ତାଲିକା କିପରି ଦେଖିବା, ଆସନ୍ତୁ ଜାଣିବା…

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ୍, ପୁନଃ ନିର୍ଦ୍ଧାରଣ ଏବଂ ଡାଇଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକାରେ କ୍ଲିକ୍ କରନ୍ତୁ।

– ଏହି ତିନୋଟିର ତାଲିକା ଯାଞ୍ଚ କରିବା ପରେ ହିଁ ଘରୁ ବାହାରକୁ ଯାଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୬୭ ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ

ନୂଆଦିଲ୍ଲୀ/ଭୁବନେଶ୍ବର: ୬୭ ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨ କୁ ଚଳିତ ବର୍ଷ ପୂର୍ବ ତଟ ରେଳପଥ ୨୮ ମଇ ୨୦୨୨ ଦିନ ଆୟୋଜନ କରୁଅଛି।

ଅଶ୍ୱିନୀ ଵୈଷ୍ଣବ, ରେଳବାଇ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ; ରେଳବାଇ, କୋଇଲା ଏବଂ ଖଣି ବିଭାଗର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେ; ରେଳବାଇ ଏବଂ ଟେକ୍ସଟାଇଲର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦୋଶ ୨୮ ମଇ ୨୦୨୨ ରେ ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଭୁବନେଶ୍ୱରର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ହେବାକୁଥିବା ୬୭ ତମ ଜାତୀୟ ରେଳ ପୁରସ୍କାରର ଉପସ୍ଥାପନା ସମାରୋହରେ ଯୋଗଦାନ କରିବେ।

ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଗୁଡିକର ମହାପ୍ରବନ୍ଧକ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟ ମାନଙ୍କ ପରି ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିବେ।

ରେଳବାଇରେ ଉଲ୍ଲେଖନୀୟ ସେବା ପାଇଁ ମୋଟାମୋଟି ଭାବେ, ବିଭିନ୍ନ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ୧୫୫ ଜଣ ରେଳବାଇ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯିବାକୁ ଥିବାବେଳେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁ ଗୁଡିକୁ ସର୍ବମୋଟ ୨୧ ଟି ସିଲ୍ଡ ପୁରସ୍କୃତ କରାଯିବ।

ଭାରତୀୟ ରେଳବାଇର ଏହା ହେଉଛି ଏକ ପ୍ରମୁଖ କାର୍ଯ୍ୟ ଯେଉଁଠାରେ ଭୁବନେଶ୍ୱରରେ ରେଳ ମନ୍ତ୍ରଣାଳୟର ଏକ ସମ୍ପୂର୍ଣ୍ଣ କାର୍ଯ୍ୟବଳର ମୁଖ୍ୟମାନେ ଉପସ୍ଥିତ ରହିବେ। ପୂର୍ବ ତଟ ରେଳପଥ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ଆୟୋଜନ କରିଥିବାରୁ ଗର୍ବିତ ଅନୁଭବ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଭାରତୀୟ ରେଳବାଇର କୋଇଲା ଯୋଗାଣ ଜାରି

ଦିଲ୍ଲୀ: ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକରେ ଦ୍ରୁତଗତିରେ କୋଇଲା ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ଦ୍ୱାରା ଏହାର ନେଟୱର୍କ ମାଧ୍ୟମରେ କୋଇଲା ପରିବହନ ବୃଦ୍ଧି ପାଇଁ ଅତିରିକ୍ତ ଟ୍ରେନ୍ ଏବଂ ରେକ୍‌ର ବ୍ୟବହାର ଆରମ୍ଭ କରାଯାଇଛି। ଭାରତୀୟ ରେଳବାଇ କୋଇଲା ପରିବହନକୁ ବୃଦ୍ଧି କରିଛି ଯାହା ଦ୍ୱାରା ସେପ୍ଟେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୩୨ % ଅଧିକ କୋଇଲା ପରିବହନ ହୋଇଛି। ଏପ୍ରିଲ୍ ୨୦୨୨ ପରେ କୁଶଳତାର ସହିତ ସମ୍ବଳ ଯୋଗାଡ କରି ମାଲ୍ ପରିବହନ କ୍ଷେତ୍ରରେ ମଧ୍ୟ ୧୦% ବୃଦ୍ଧି ହୋଇଛି।

୨୦୨୧ – ୨୨ ବର୍ଷରେ ଭାରତୀୟ ରେଳବାଇ ରେଳ ମାଧ୍ୟମରେ କୋଇଲା ପରିବହନକୁ ରେକର୍ଡ ୧୧୧ ମିଲିୟନ୍ ଟନ୍ ବୃଦ୍ଧି କରିଛି ଏବଂ ପୂର୍ବ ବର୍ଷରେ ୫୪୨ ମିଲିୟନ୍ ଟନ୍ ତୁଳନାରେ ରେକର୍ଡ ପରିମାଣର ୬୫୩ ମିଲିୟନ୍ ଟନ୍ କୋଇଲା ଧାରଣ କରିଛି ଅର୍ଥାତ୍ ଏଥିରେ ୨୦.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଏହା ବ୍ୟତୀତ , ସେପ୍ଟେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ବିଦ୍ୟୁତ୍ କ୍ଷେତ୍ରକୁ କୋଇଲା ଲୋଡିଂ କ୍ଷେତ୍ରରେ ମାତ୍ର ଦୁଇଟି ତ୍ରୈମାସିକରେ ୩୨% ବୃଦ୍ଧି କରା ଯାଇଛି।

ଏପ୍ରିଲ୍ ୨୦୨୨ରେ, ଭାରତୀୟ ରେଳବାଇ ବିତ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକରେ କୋଇଲା ଲୋଡିଂକୁ ପ୍ରାଥମିକତା ଦେବା ପାଇଁ ଅନେକ ପଦକ୍ଷେପ ନେଇଛି, ଯାହା ଫଳରେ ଏକ ସପ୍ତାହ ମଧ୍ୟରେ କୋଇଲା ଯୋଗାଣରେ ୧୦%ରୁ ଅଧିକ ବୃଦ୍ଧି ଘଟିଛି।

ଭାରତୀୟ ରେଳବାଇ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଏହି ଉନ୍ନତି ସମ୍ଭବ ହୋଇଛି, ଯାହା ମଧ୍ୟରୁ କେତେକ ନିମ୍ନରେ ତାଲିକାଭୁକ୍ତ ହୋଇଛି:

– କୋଇଲା ଟ୍ରେନ୍‌ର ଗତିବିଧିକୁ ପ୍ରାଥମିକତା ଦିଆଯାଇଛି ଏବଂ ଲୋଡିଂ ଠାରୁ ଆରମ୍ଭ କରି ଯାତ୍ରା ସମୟ ଏବଂ ଶେଷରେ ଅନଲୋଡିଂ ପର୍ଯ୍ୟନ୍ତ ସମୟ ଚକ୍ରରେ ପ୍ରତ୍ୟେକ ଟ୍ରେନ୍ ଉପରେ ତୀବ୍ର ନଜର ରଖାଯାଉଛି।

– ଏହି ପ୍ରାଥମିକତା ଏବଂ ଦୀର୍ଘ ଦୂରତା ପର୍ଯ୍ୟନ୍ତ କୋଇଲା ଟ୍ରେନ୍‌ର ଗମନାଗମନ ସମୟ ଉପରେ ନଜର ରଖିବା ଦ୍ୱାରା ଜଟିଳ ବିଦ୍ୟୁତ୍ ଉତ୍ପାଦନ ପ୍ଲାଂଟ୍ ପାଇଁ ବିଦ୍ୟୁତ୍ କ୍ଷେତ୍ରରେ ଉଲ୍ଲେଖନୀୟ ୧୨ – ୩୬% ହ୍ରାସ ପାଇଛି।

– ଭାରତୀୟ ରେଳବାଇ ଦୀର୍ଘ ଦୂରତା ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପର୍ଯ୍ୟନ୍ତ କୋଇଲା ଚଳାଚଳକୁ ପ୍ରାଧାନ୍ୟ ହେଇଛି, ଯାହା ଦ୍ୱାରା ଏହା ପ୍ରତିଫଳିତ ହେଉଛି ଯେ ଗତ ୫ ଦିନରେ କୋଇଲା ଟ୍ରେନ୍‌ର ହାରାହାରି ଗତି ୭ ରୁ ୧୦ ଏପ୍ରିଲ୍ ତୁଳନାରେ ହାରାହାରି ୭% ବୃଦ୍ଧି ପାଇଛି।

– କୋଇଲା ଟ୍ରେନ୍‌ର ହାରାହାରି ଗତି ବୃଦ୍ଧି ହେବା ସତ୍ୱେ ଏହି ଷ୍ଟକ୍ ପାଇଁ ସମାନ ରେକ୍‌ର ଦୁଇଟି କ୍ରମାଗତ ଲୋଡିଂ ମଧ୍ୟରେ ରହିଥିବା ସମୟରେ ୧୦% ହ୍ରାସ ଘଟିଛି।

– ଏହି ପରିଚାଳନା କ୍ଷେତ୍ରରେ ନୂତନତ୍ୱ ସହିତ ଭାରତୀୟ ରେଳ ପାୱାର ହାଉସ୍ ଗୁଡିକୁ କୋଇଲା ଟ୍ରେନ୍ ଯୋଗାଣକୁ ବୃଦ୍ଧି କରିବା ସହିତ ସ୍ଥାୟୀ ଭିତିରେ ଅଧିକ କୋଇଲା ରେକ୍ ଲୋଡ୍ କରିଛି।