ଭେଣ୍ଡି ହେୟାର୍ ସ୍ପା ଜେଲ୍

ଆଜିକାଲି କେଶର ଯତ୍ନ ନେବା ପାଇଁ କେମିକାଲ୍‌ଯୁକ୍ତ ବଜାର ଉତ୍ପାଦ ଅପେକ୍ଷା ପ୍ରାକୃତିକ ଓ ଘରୋଇ ଉପଚାରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହିଳାମାନଙ୍କ ମଧ୍ୟରେ…