ମଦ୍ୟପଙ୍କ ଆକ୍ରମଣ

ବରଗଡ଼: ବରଗଡ଼ କଚେରୀ ନିକଟରେ ଏକ ଚାଞ୍ଚଲ୍ୟକର ଘଟଣାରେ ବରଗଡ଼ ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କୁ ତିନିଜଣ ମଦ୍ୟପ ଆକ୍ରମଣ କରିଛନ୍ତି। ମୁଣ୍ଡରେ ଗଭୀର ଆଘାତ…