ଆଜିର ଖବର ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଭୁବନେଶ୍ୱର: ବରିଷ୍ଠ ଅଧିବକ୍ତା ଓ ସାମାଜିକକର୍ମୀ ମାଧବ ପ୍ରସାଦ ମିଶ୍ରଙ୍କ ପୁସ୍ତକ “କାରା କାହାଣୀ : ଜଣେ ମିସା ବନ୍ଦୀର ସଂଘର୍ଷ ଗାଥା” ଗତକାଲି ଅପରାହ୍ଣରେ ଉନ୍ମୋଚିତ…