ରେଭେନ୍ସା ନିର୍ବାଚନ ବିବାଦ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିବାଦ ତେଜିବାରେ ଲାଗିଛି। ନାମାଙ୍କନ ଦାଖଲ ଓ ଯାଞ୍ଚ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ରେଭେନ୍ସା…