ବିଶେଷ ଖବର ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ? ରାଜ୍ୟରେ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ମୂଳ ଆଧାର ହେଉଛି ପୋଲିସ। ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ସହଯୋଗ…