ବିଶେଷ ଖବର ନିର୍ମାଣ ଓ ଭିତ୍ତିଭୂମି ଉପକରଣ ଉତ୍ପାଦନ କ୍ଷେତ୍ର ପାଇଁ ୧୧,୦୦୦ କୋଟିର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୧୧,୦୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ “ନିର୍ମାଣ ଏବଂ ଭିତ୍ତିଭୂମି ଉପକରଣ (ସିଆଇଇ) ଉତ୍ପାଦନ…