ଅନ୍ତରାଷ୍ଟ୍ରୀୟ ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ ନୂଆଦିଲ୍ଲୀ: ଗୃହଯୁଦ୍ଧରେ ଜର୍ଜରିତ ମିଆଁମାରରେ ସାମରିକ ବାହିନୀର ବର୍ବରତା ପୁଣିଥରେ ଚରମ ସୀମାରେ ପହଞ୍ଚିଛି। ଶନିବାର ଦେଶର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ମିଆଁମାର ସେନା ପକ୍ଷରୁ…