ଅନ୍ତରାଷ୍ଟ୍ରୀୟ ୟୁଏନ୍ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ ନ୍ୟୁୟର୍କ : ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ) ଅଧିବେଶନରେ ଯୋଗଦେବାକୁ ନ୍ୟୁୟର୍କସ୍ଥିତ ୟୁଏନ୍ ମୁଖ୍ୟାଳୟରେ ପହଞ୍ଚିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର…