ଅପରାଧ ଫ୍ଲାଟ୍ ଦେବା ନାଁରେ ୧୫ କୋଟି ଟଙ୍କାର ଠକେଇ: ରିଏଲ ଏଷ୍ଟେଟ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଗିରଫ ଭୁବନେଶ୍ୱର: ଫ୍ଲାଟ୍ ଯୋଗାଇଦେବା ନାଁରେ ଗ୍ରାହକଙ୍କଠାରୁ ପ୍ରାୟ ୧୫ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ରିଏଲ ଏଷ୍ଟେଟ୍ କମ୍ପାନୀ ‘ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍ ଲିମିଟେଡ୍’ର ପୂର୍ବତନ…