ଆଜିର ଖବର AAP ବିଧାୟିକା ଅମନଦୀପ କୌର ଅରୋରାଙ୍କ ଘରେ ଇଡ଼ି ଚଢ଼ଉ ପଞ୍ଜାବ: ଆମ୍ ଆଦମୀ ପାର୍ଟିର ମହିଳା ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି। ପଞ୍ଜାବର ମୋଗା ସ୍ଥିତ ବାସଭବନ…