ଖେଳ ଅଷ୍ଟ୍ରେଲିଆ-ଏ’ ସିରିଜ୍ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ ମୁମ୍ବାଇ : ଆଘାତଜନିତ ସମସ୍ୟା ଯୋଗୁଁ ଭାରତୀୟ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଅଷ୍ଟ୍ରେଲିଆ-ଏ’ ବିପକ୍ଷ ଦିନିକିଆ ସିରିଜ୍ରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ଯୁବ ଅଲ୍ରାଉଣ୍ଡର୍…