ଜାତୀୟ ଖବର ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର? ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୩୦ ଦିନିଆ ଅଣ-ଉତ୍ପାଦନଶୀଳତା ଲିଙ୍କ୍ଡ୍ (ଆଡ-ହକ୍) ବୋନସ୍ ମଞ୍ଜୁର କରିଛନ୍ତି। ଏହା ୭…