ଆଜିର ଖବର କଣ୍ଟା ଭିତରେ ଲୁଚିଛି ବ୍ୟବସାୟ! କାକ୍ଟସ୍ ଚାଷରୁ ଆୟର ଅନେକ ରାସ୍ତା ‘କାକ୍ଟସ୍’ ନାଁ ଶୁଣିଲେ ଆଖି ଆଗରେ ଭାସିଯାଏ କଣ୍ଟାରେ ଭର୍ତ୍ତି ଏକ ଛୋଟ ଗଛ। ସାଧାରଣତଃ ଏହାକୁ ଅଳଙ୍କାରିକ ଉଦ୍ଭିଦ ଭାବେ ଘର, ବଗିଚା କିମ୍ବା ଅଫିସ୍ରେ…