ରାଜ୍ୟ ଖବର ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ ଗଜପତି: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପରିବାର ସହ ଖୁସିରେ ମାଉସୀ ଘରକୁ ଯାଉଥିଲେ ଜଣେ ଯୁବତୀ। ହେଲେ ଗନ୍ତବ୍ୟସ୍ଥଳରେ…