ଆଜିର ଖବର ଗୋଟିଏ ଝଟକାରେ ସୁନା ୩୦୦୦, ରୁପା ୬୯୦୦ ଟଙ୍କା ମହଙ୍ଗା ନୂଆଦିଲ୍ଲୀ: ସୁନା-ରୁପା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବୁଧବାର ଦିନଟି ବେଶ୍ ହଲଚଲ ଭରା ରହିଛି। ଲଗାତାର ହ୍ରାସ ପରେ ଆଜି ହଠାତ୍ ସୁନା-ରୁପା ଦରରେ ବଡ଼…