ଅନ୍ତରାଷ୍ଟ୍ରୀୟ ଏସ୍ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା ନୂଆଦିଲ୍ଲୀ: ଏସ୍ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ମନ୍ତବ୍ୟକୁ ଭାରତ କଡା ନିନ୍ଦା କରିଛି। ଏହାକୁ ଭାରତର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ବୋଲି କହିଛି…