ଆଜିର ଖବର IED ବିସ୍ଫୋରଣ: ୪ ଯବାନ ଶହୀଦ IED ଓ ଅନ୍ୟ ବିସ୍ଫୋରକ ଉଦ୍ଧାର ସମୟରେ ବିସ୍ଫୋରଣ ଘଟି ୪ ଡିଆରଜି ଯବାନ ସହିଦ ହୋଇଛନ୍ତି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଘଟିଛି ଏହି ଘଟଣା।…