ଜାତୀୟ ଖବର ଆଇଆଇଟି ଦିଲ୍ଲୀ ଭାରତର ନମ୍ବର ୧: ତଳକୁ ଖସିଲା ଖଡ଼ଗପୁରର ରାଙ୍କ ନୂଆଦିଲ୍ଲୀ: କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ ଏସିଆ ୨୦୨୭ ଜାରି ହୋଇଛି। ଏଥର ଭାରତର ୩୨୫ଟି ବିଶ୍ୱବିଦ୍ୟାଳୟ ତାଲିକାରେ ଅଛନ୍ତି, ସେଥିରେ ୩୪ଟି ନୂଆ ଅନୁଷ୍ଠାନ ଯୋଡ଼ି…