ବିଶେଷ ଖବର ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC ନୂଆଦିଲ୍ଲୀ: ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୨୧ଟି ବିଜେପି ତଥା ଏନଡିଏ ଶାସିତ ରାଜ୍ୟରେ ‘ସମାନ ନାଗରିକ ସଂହିତା’ (UCC) ଲାଗୁ କରାଯିବ। କେନ୍ଦ୍ର…