ଜାତୀୟ ଖବର ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର ଶ୍ରୀଜୀଉଙ୍କ ସୁନାବେଶ: ଆଜି ମହାପ୍ରଭୃଙ୍କ ସୁନାବେଶ ଦେଖି ଭକ୍ତମାନେ ବେଶ ବିଭୋରିତ ହୋଇପଡିଛନ୍ତି। ଆଜି ନିର୍ଦ୍ଧାରିତ ସମୟରେ ମହାପ୍ରଭୃଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ମହଣ ମହଣ ସୁନାରେ…