ନୀରଜ ଚୋପ୍ରା କ୍ରୀଡ଼ାବିତମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା…
Lok Sabha Election
ନୂଆଦିଲ୍ଲୀ: ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ଏବଂ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ହେତୁ ୨ ଟି ପଦବୀ ଖାଲି ପଡିଛି। ଏହି ଦୁଇଟି…
ନୂଆଦିଲ୍ଲୀ: କଂଗ୍ରେସ ଭିତରେ ବିଦ୍ରୋହ ଓ ଅସନ୍ତୋଷ ଦେଖାଦେବା ନୂଆ କଥା ନୁହେଁ। ଗତ କିଛିବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଦ୍ରୋହୀ ସ୍ୱର ଉଭା…
ନୂଆଦିଲ୍ଲୀ: ଅଭିନେତ୍ରୀ ସମ୍ଭାବନା ସେଠ ଆମ୍ ଆଦମୀ ପାର୍ଟି (AAP) ରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେବା ବେଳେ…
ନୂଆଦିଲ୍ଲୀ: ହରିୟାଣାର ହିସାର ଲୋକସଭା ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ ବିଜେପିରୁ ଇସ୍ତଫା ଦେଇଛନ୍ତି। ତାଙ୍କର କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ସେ ଟ୍ୱିଟ୍ କରି ତାଙ୍କ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ବର୍ତ୍ତମାନ ଦଳ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିବାକୁ ମନ୍ଥନ…
ଭୁବନେଶ୍ଵର: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡ଼ିଛି। ଗତ ୬ ତାରିଖ ଦିନ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ବିଜେପିର କୋର କମିଟି…
ଭୁବନେଶ୍ଵର: ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ସୂତ୍ରରେ ରାଜନୀତି କରିଥିଲେ ହେଁ ଠିକ୍ ସମୟରେ ଓ ସମୀକରଣରେ ନିଷ୍ପତ୍ତି ନେବାର ଦକ୍ଷତା ଯୋଗୁଁ ସେ ଗତ ୨୪ ବର୍ଷ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ତାଲିକା ପ୍ରକାଶ କରିପାରେ। ଗଣମାଧ୍ୟମର ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ ଆମେଠି ନୁହେଁ କେରଳର ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।…
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଚର୍ଚ୍ଚାରେ ରହିଛି ମହୀଶୂରର…
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ୪୦୦ ଅତିକ୍ରମ କରିବାର ସ୍ଲୋଗାନ ସହିତ ଉତ୍ତର ପ୍ରଦେଶ ବିଜେପିର ମୁଖ୍ୟ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆଜି ଯୋଗୀ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କଲିକତା ହାଇକୋର୍ଟର ପୂର୍ବତନ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ସ୍ପଷ୍ଟ କରିଛନ୍ତି ଯେ, ସେ ଭାରତୀୟ ଜନତା ପାର୍ଟି (ବିଜେପି) ର ସାମିଲ ହେବେ। ଆଜି…
ନୂଆଦିଲ୍ଲୀ: ମାର୍ଚ୍ଚ ୧୪-୧୫ ତାରିଖରୁ ଲୋକସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ବିଶେଷ ସୂତ୍ରଋ ଏହି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ,…
ନୂଆଦିଲ୍ଲୀ: କଂଗ୍ରେସ ଭିତରେ ବିଦ୍ରୋହ ଓ ଅସନ୍ତୋଷ ଦେଖାଦେବା ନୂଆ କଥା ନୁହେଁ। ଗତ କିଛିବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଦ୍ରୋହୀ ସ୍ୱର ଉଭା…
କୋଲକାତା: ଦଳର କାର୍ଯ୍ୟପ୍ରଣାଳୀକୁ ନେଇ ନିରାଶା ପ୍ରକାଶ କରି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତାପସ ରୟ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଲୋକସଭା…
ନୂଆଦିଲ୍ଲୀ: ଭୋଜପୁରୀ ଚଳଚ୍ଚିତ୍ର ତାରକା ପୱନ ସିଂ ଆସାନସୋଲ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ବିଜେପି ସଭାପତି ଜେପି…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ଦଳର ପ୍ରସ୍ତୁତି ଚାଲିଛି। ସରକାରୀ ଦଳ ଏବଂ ବିରୋଧୀ ଦଳ ସେମାନଙ୍କ ସହଯୋଗକୁ ମଜବୁତ କରୁଛନ୍ତି। ଏହି ସମୟରେ…
ନୂଆଦିଲ୍ଲୀ: ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଜୟନ୍ତ ସିହ୍ନା ସୋସିଆଲ ମିଡିଆ ସାଇଟ୍ X ରେ ଏହି…
ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଉଛନ୍ତି, ଯାହାକୁ ପ୍ରାୟ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। ଏବେ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ଅନେକ ରାଜ୍ୟରେ ଆସନ ବାଣ୍ଟିବା ନେଇ ବିରୋଧୀ ଦଳ ‘I.N.D.I.A’ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ। ଏହି…