ଏହି ଆସନରୁ ଲଢିବେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ!: ପଢନ୍ତୁ କଂଗ୍ରେସର ସମ୍ଭାବ୍ୟ ତାଲିକା

Published: Mar 7, 2024, 5:13 pm IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ତାଲିକା ପ୍ରକାଶ କରିପାରେ। ଗଣମାଧ୍ୟମର ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ ଆମେଠି ନୁହେଁ କେରଳର ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କେଉଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ? ଏହି ବିଷୟରେ କିଛି ଚୂଡାନ୍ତ ହୋଇନାହିଁ। ତେବେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ରହିଛି ଯେ, ସେ ୟୁପିରେ ରାଏବରେଲିରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

Related posts