ଆଜିର ଖବର ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ ନବରଙ୍ଗପୁର: ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଜଣେ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି। ଡାବୁଗାଁ ରେଞ୍ଜ ଅଧୀନ ମୈଦଲପୁର ସେକ୍ସନରେ କାର୍ଯ୍ୟରତ…